ରାଜଧାନୀରେ ଦୁଇଟି ସ୍ଥାନରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : ରାଜଧାନୀରେ ଆଜି ବିଏମ୍‌ସି ପକ୍ଷରୁ ଦୁଇଟି ସ୍ଥାନରେ ଉଚ୍ଛେଦ କରାଯାଇଛି। ଗୋଟିଏ ଉଚ୍ଛେଦ ଷ୍ଟୁଆର୍ଟ ସ୍କୁଲ ଛକରୁ ଡେଲ୍‌ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ଅନ୍ୟଟି ପଟିଆ ମୌଜାରେ ଥିବା ସରକାରୀ ଜାଗା ଜବରଦଖଲମୁକ୍ତ କରାଯାଇଛି। ଷ୍ଟୁଆର୍ଟ ସ୍କୁଲ ଛକରୁ ଡେଲ୍‌ଟା ଛକ ଓ ସିଆରପିଏଫ୍‌ ଛକରେ ରାସ୍ତାର ଦୁଇ ପାଖରେ ବେଆଇନଭାବେ ଗଢ଼ି ଉଠିଥିବା ଜବରଦଖଲକୁ ଆଜି ହଟାଇ ଦିଆଯାଇଛି। ୨୬ଟି ଆଜବେଷ୍ଟସ୍‌ ଓ ୧୨୮ଟି ପଲିଥିନ … Continue reading ରାଜଧାନୀରେ ଦୁଇଟି ସ୍ଥାନରେ ଜବରଦଖଲ ଉଚ୍ଛେଦ